ଚନ୍ଦ୍ରଯାନ-୨ ଦୁଇ ବର୍ଷ ପର୍ଯ୍ୟନ୍ତ କକ୍ଷପଥରେ ଘୂରିବ

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨ ଏବେ ଚନ୍ଦ୍ରରେ ପଦାର୍ପଣ କରିବା ଦିଗରେ ବଢ଼ି ଚାଲିଛି। ଅନ୍ୟପକ୍ଷରେ ଚନ୍ଦ୍ରଯାନ-୨କୁ ନେଇ ଭାରତୀୟ ମହକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପାଇଁ ଏକ ଭଲ ଖବର ଆସିଛି। ପୂର୍ବରୁ ଚନ୍ଦ୍ରଯାନ-୨ ଅର୍ବିଟରର ଆୟୁଷ ମାତ୍ର ୧ ବର୍ଷ ବୋଲି କୁହାଯାଇଥିବା ବେଳେ ଏବେ ଏହାକୁ ଦୁଇ ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇ ପାରିବ ବୋଲି ଜଣାପଡ଼ିଛି। ଚନ୍ଦ୍ରର ଦକ୍ଷିଣ ପାର୍ଶ୍ବରେ ଅବତରଣ କରିବା ଲକ୍ଷ୍ୟରେ ଚନ୍ଦ୍ରଯାନ-୨ ଗତ … Continue reading ଚନ୍ଦ୍ରଯାନ-୨ ଦୁଇ ବର୍ଷ ପର୍ଯ୍ୟନ୍ତ କକ୍ଷପଥରେ ଘୂରିବ